GAHANI - Debasilpi Biswakarma Mahatmya - ଗାହାଣୀ - ବିଶ୍ୱକର୍ମା ମାହାତ୍ମ୍ୟ | Sri Charana |Sidharth Music

4 Просмотры
Издатель
ଦେବଶିଳ୍ପୀ ବିଶ୍ୱକର୍ମା ଅନ୍ୟ ଅର୍ଥରେ ବିଶ୍ୱର ସୃଷ୍ଟିକର୍ତ୍ତା ସେସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା । ପୁରାଣମତେ ସେ ଅଷ୍ଟମ ବସୁଦେବତା ପ୍ରଭାସଙ୍କ ଔରସରେ ଯୋଗସିଦ୍ଧାଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ । ମତାନ୍ତରେ ପ୍ରଜାପିତା ବ୍ରହ୍ମାଙ୍କ ନାଭି କମଳରୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଜନ୍ମ । ଚତୁର୍ଭୁଜ ବିଶ୍ୱକର୍ମା, ବାମ ଉପର ହାତରେ ବଟାଳି ଓ ବାମ ତଳ ହାତରେ ମାର୍ତ୍ତୁଲି, ଦକ୍ଷିଣ ଉପର ହାତରେ ଚକ୍ର ଓ ତଳ ହାତରେ ଆଶୀର୍ବାଦ କରୁଥିବାର ଦୃଷ୍ଟିଗୋଚର ହେଇଥାନ୍ତି । ଦିବ୍ୟ ବସ୍ତ୍ର ପରିହିତ ଗଳାରେ ରତ୍ନହାର, ଅନୁପମ ରତ୍ନଅଳଙ୍କାରରେ ବିଭୂଷିତ, କର୍ଣ୍ଣରେ ମକର କୁଣ୍ଡଳ । ସେ ଜ୍ଞାନ ଓ ଅବସ୍ଥାରେ ସମୃଦ୍ଧ ହୋଇଥିଲେ ମଧ୍ୟ କିଶୋର ପରି ପ୍ରତିଭାତ । ଅତ୍ୟନ୍ତ ସୁନ୍ଦର ତେଜସ୍ୱୀ କାମଦେବଙ୍କ ପରି କାନ୍ତିମାନ ଅଟନ୍ତି । ବିଶ୍ୱକର୍ମା ସକଳ ଶିଳ୍ପକଳାର ଜନକ । ବ୍ରହ୍ମାଙ୍କ ନିର୍ଦ୍ଦେଶରେ ବିଶ୍ୱକର୍ମା ସମଗ୍ର ସୃଷ୍ଟି ରଚନା କରିଥିଲେ । ଦେବତାମାନଙ୍କର ସମସ୍ତ ଶସ୍ତ୍ର ବିମାନ ଆଦି ଏହାଙ୍କଦ୍ୱାରା ବିନିର୍ମିତ । ସ୍ୱର୍ଗର ଅମରାବତୀ ହିଁ ତାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ । ଦେବଶିଳ୍ପୀ ବିଶ୍ୱକର୍ମା କନ୍ୟା ସଂକ୍ରାନ୍ତିରେ ମର୍ତ୍ତ୍ୟରେ ଆବିର୍ଭୂତ ହୋଇଥିଲେ ତେଣୁ ଏହି ଭାଦ୍ରବ ମାସ, କନ୍ୟା ସଂକ୍ରାନ୍ତି ଦିନ ବିଶ୍ୱକର୍ମାଙ୍କ ଚତୁର୍ଭୁଜ ମୂର୍ତ୍ତି ପୂଜା ପାଳନ କରାଯାଏ ।
---------------------------------------------------------
Song : Debasilpi Biswakarma Mahatmya Gahani
Singer : Sri Charana
Lyrics : Dillip Jena
Music Director : Puratana
Video Artist : Sri Charana
Album : Debasilpi Biswakarma Mahatmya Gahani
Album No : SM - 3699
Music Label : Sidharth Music
-------------------------------------------------------
♪ Full Song Available on ♪
JioSaavn :
Wynk :
Gaana :
Apple Music :
Amazon Prime Music :
Spotify :
Resso :
Also available on ITunes
----------------------------------------------------------
Video Director : Abhaya Garanayak
Camera : Rintu, Narendra & Bicky
Editor : Chandan , Balaram, Faz, Prasant, Bikram
Thumbnail Design : Bikash & Tapan
3D Modeling : Adil Ali Khan
Digital Grading : Shivananda Jena
DI At : Sidharth Studio
Recorded At : Sidharth Studio
Voice Dubbing & Mixing By : Munna & Pappu
Mastering By : Sitaram Agrawal & Swapnajit Sabath
Producer : Sitaram Agrawal & Namita Agrawal
Banner : Sidharth Music
-----------------------------------------------------------
Set Caller Tune ; Operator Codes:
Airtel Users Dial
Vodafone Users Dial
BSNL (South / East) Users sms BT To 56700
Idea Users Dial
BSNL (North / West) Users sms BT To 56700
Also available on Jio Tunes
------------------------------------------------------------
Watch & Subscribe to our other YouTube Channels:
???? Sidharth Bhakti :
???? Sidharth Music:
???? Sidharth TV :
???? Namita Agrawal :
--------------------------------------------------------------
Enjoy & stay connected with us!
???? Like us on Facebook :
---------------------------------------------------------------
#SidharthBhakti #SidharthTV #SidharthMusic #NamitaAgrawal #SitaramAgrawal
Категория
Классное видео
Комментариев нет.
Яндекс.Метрика